ଗୁରୁ ଦିବସ, ଗାନ୍ଧିମାର୍ଗ ଓ ପଲିଥିନ୍‌ ତଳେ ଗୁରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଗୁରୁ ଦିବସ, ଗାନ୍ଧିମାର୍ଗ ଓ ପଲିଥିନ୍‌ ତଳେ ଗୁରୁ

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ):  ଦିନ ପରେ ରାତି। ହରତାଳ, ହୋହାଲ୍ଲାର ଶବ୍ଦରେ କେହି ଯେମିତି ଭୁଲି ଯାଇଛି ଯେ ଆଜି ଗୁରୁ ଦିବସ। ଗୁରୁଙ୍କ ପାଇଁ ଉତ୍ସର୍ଗ ଏହି ଦିନଟି। ହେଲେ ପିଲାମାନଙ୍କୁ ଆଶୀର୍ବାଦର ହାତ ବଢ଼େଇ ଦେଉଥିବା ଗୁରୁମାନେ ଆଜି ହାତଟେକି ବସିଛନ୍ତି ରାସ୍ତାରେ। ଇଚ୍ଛା, ସରକାର ତାଙ୍କ ଦାବି ପୂରଣ କରିବେ।

କେଉଁଠି ନା କେଉଁଠି କଲମଟିଏ ଧରି ଆଜି ଶିଷ୍ୟ ଅପେକ୍ଷା କରିଥିବ ଏହି ଗୁରୁମାନଙ୍କୁ। ଗୁରୁ ଆସିଲେ ତାଙ୍କଠୁ ଆଶିର୍ବାଦ ନେବ। ହେଲେ ଗୁରୁ-ଶିଷ୍ୟର ଏହି ପବିତ୍ର ଦିନ ଯେମିତି ଏବର୍ଷ ଅସଂପୂର୍ଣ୍ଣ ହୋଇ ରହିଯାଇଛି।

୨୧ ଦିନ ଧରି ଭୁବନେଶ୍ୱରର ଗାନ୍ଧିମାର୍ଗରେ ବସିଛନ୍ତି ଗୁରୁମାନେ। ଗୁରୁ ଦିବସରେ ବି ସେମାନେ ଭୁଲିବାକୁ ବାଧ୍ୟ ହୋଇଛନ୍ତି ସେମାନଙ୍କ ପ୍ରିୟ ଶିଷ୍ୟଙ୍କୁ। ସେଇଠି ରାସ୍ତାରେ ଥାଇ ଶିଷ୍ୟମାନଙ୍କୁ ସେମାନେ ବଢ଼ାଇ ଦେଇଛନ୍ତି ଆଶିର୍ବାଦର ହାତ।

କାରଣ ଦାବି ପୂରଣ ହୋଇନଥିବାରୁ ଆନ୍ଦୋଳନ ସ୍ଥଳୀ ଛାଡ଼ିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ।



from Odisha Reporter https://ift.tt/2PDZyWh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages