ବିନା ଇଣ୍ଟର୍‌ନେଟ୍‌ରେ ପଠାଇ ପାରିବେ ମେଲ୍‌, ଜାଣନ୍ତୁ ଟ୍ରିକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ବିନା ଇଣ୍ଟର୍‌ନେଟ୍‌ରେ ପଠାଇ ପାରିବେ ମେଲ୍‌, ଜାଣନ୍ତୁ ଟ୍ରିକ୍

offline gamil

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ସାଧାରଣତଃ ଅଫିସିଆଲ୍‌ କାମରେ ମେସେଜ୍‌ ପଠାଇବା ପାଇଁ ଆମେ ଇ’ମେଲ୍‌ର ବ୍ୟବହାର କରିଥାଉ। ଏଥିପାଇଁ ଇଣ୍ଟର୍‌ନେଟ୍‌ର ଆବଶ୍ୟକତା ପଡ଼ିଥାଏ।  କିନ୍ତୁ ଏବେ ଆପଣ ବିନା ଇଣ୍ଟର୍‌ନେଟ୍‌ରେ ମଧ୍ୟ ମେଲ୍‌ ପଠାଇ ପାରିବେ।

ଏଥିପାଇଁ ନିକଟରେ ଜି-ମେଲ୍‌ କିଛି ନୂଆ ଫିଚର୍‌ ଆଣିଛି। ଏହା ସାହାଯ୍ୟରେ ଆପଣ ଅଫ୍‌ଲାଇନ୍‌ରେ ମେଲ୍‌ ପଠାଇବା ସହିତ ମେଲ୍‌ ପଢ଼ିପାରିବେ ଓ ଅନାବଶ୍ୟକ ମେଲ୍‌ ଡିଲିଟ୍ ମଧ୍ୟ କରିପାରିବେ। ତେବେ ଏହା କିପରି କରିବେ, ଆସନ୍ତୁ ଜାଣିବା।

  • ଏଥିପାଇଁ ୬.୧ ଭର୍ସନ୍‌ର କ୍ରୋମ୍‌ ବ୍ରାଉଜର୍‌ ଇନ୍‌ଷ୍ଟଲ୍‌ କରନ୍ତୁ।
  • ଏହାପରେ ଜି-ମେଲ୍‌ର ଡାହାଣ ପଟେ ଟପ୍‌ରେ ଥିବା ସେଟିଂ ଉପରେ କ୍ଲିକ୍‌ କରନ୍ତୁ।
  • ମେନ୍ୟୁ ବାର୍‌ରେ ଥିବା ତିନୋଟି ବିକଳ୍ପ ମଧ୍ୟରୁ Offline ଟ୍ୟାବ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ Enable offline mail ମଧ୍ୟ କ୍ଲିକ୍‌ କରନ୍ତୁ।
  • ବାସ୍‌ ଏହାପରେ ଆପଣ ବିନା ଇଣ୍ଟର୍‌ନେଟ୍‌ରେ ବି ଜି-ମେଲ୍‌ ବ୍ୟବହାର କରିପାରିବେ।


from Odisha Reporter https://ift.tt/2Q5cRjG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages