ନଦୀରେ ଭାସିଯାଇ ଛାତ୍ର ନିଖୋଜ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ନଦୀରେ ଭାସିଯାଇ ଛାତ୍ର ନିଖୋଜ 

drown

ସମ୍ବଲପୁର (ସଞ୍ଜୟ ଜେନା): ମହାନଦୀରେ ଗାଧୋଇବା ବେଳେ ସମ୍ବଲପୁରର ଚାଉଁରପୁର ଘାଟାରେ ଜଣେ ଛାତ୍ର ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ୍‌ ଟିମ୍‌ ଉଦ୍ୟମ ଜାରି ରଖିଛନ୍ତି।

ଛାତ୍ର ଜଣଙ୍କ ସାଙ୍ଗମାନଙ୍କ ସହ ନଦୀରେ ଗାଧୋଉ ଥିବା ବେଳେ ଭାସି ଯାଇଥିଲେ।

ନିଖୋଜ ଛାତ୍ରଙ୍କ ବାପା କହିଛନ୍ତି, “ଘରେ ଗାଧୋଇ ଠାକୁର ପୂଜା କଲା। ଏହାପରେ ଛକକୁ ଯାଉଛି, ଶୀଘ୍ର ଫେରି ଆସିବି କହି ଆସିଥିଲା। ଏବେ ଶୁଣୁଛୁ, ସାଙ୍ଗମାନଙ୍କ ସହ ନଦୀରେ ଗାଧୋଉ ଥିବା ବେଳେ ଭାସି ଯାଇଛି।”

ତଦନ୍ତକାରୀ ଅଧିକାରୀ ସବିତା ପାତ୍ର କହିଛନ୍ତି, “ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛୁ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ପିଲାଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।



from Odisha Reporter https://ift.tt/2CBgqeU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages