
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ୫୮ତମ ଜାତୀୟ ଓପନ୍ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ରେ ପୁରୁଷ ଲଙ୍ଗ୍ ଜମ୍ପ୍ ଇଭେଣ୍ଟରେ ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି କେରଳର ଏମ୍ ଶ୍ରୀଶଙ୍କର।
ସେ ଅଙ୍କିତ ଶର୍ମାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଅଙ୍କିତ ଶର୍ମା ୮.୧୯ ମିଟର ଦୂରତା ଡେଇଁ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।
ତେବେ ଶ୍ରୀଶଙ୍କର ୮.୨୦ ମିଟର ଦୂରତା ଡେଇଁ ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏହା ସହିତ ସେ ଗତକାଲି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
from Odisha Reporter https://ift.tt/2OVybXV
No comments:
Post a Comment