ଘାଟିରେ ଓଲିଟି ପଡ଼ିଲା ଟ୍ରକ୍, ଚାପି ହୋଇ ରହି ଯାଇଥିଲେ ଡ୍ରାଇଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଘାଟିରେ ଓଲିଟି ପଡ଼ିଲା ଟ୍ରକ୍, ଚାପି ହୋଇ ରହି ଯାଇଥିଲେ ଡ୍ରାଇଭର

Truck overturns on the road

ମୋହନା (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଏକ ସାର ବୋଝେଇ ଟ୍ରକ୍‌ ଆଜି ଓଲଟି ପଡ଼ିବାରୁ ୩ ଜଣ ଆହତ ହୋଇଛନ୍ତି।

ଟ୍ରକ୍ ଡ୍ରାଇଭର ଟ୍ରକ୍‌ ତଳେ ଚାପି ହୋଇ ରହିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ନାଁ ରବୀନ୍ଦ୍ର ନନ୍ଦ ମହନ୍ତ। ତାଙ୍କ ଘର କେନ୍ଦୁଝର ଜିଲ୍ଲାର ଉଦୟଗିରିରେ। ତାଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସାର ବୋଝେଇ ଟ୍ରକ୍‌ଟି ଗଜପତିରୁ ଗଞ୍ଜାମ ଅଭିମୁଖେ ଯାଉଥିଲା।



from Odisha Reporter https://ift.tt/2O300QW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages