ଓଡ଼ିଆ ଆଦିବାସୀ ଲୋକ ନୃତ୍ୟର ତାଳେ ତାଳେ ନାଚିଲା ସିଙ୍ଗାପୁର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଓଡ଼ିଆ ଆଦିବାସୀ ଲୋକ ନୃତ୍ୟର ତାଳେ ତାଳେ ନାଚିଲା ସିଙ୍ଗାପୁର୍‌

odia tribal folk dance

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଙ୍ଗାପୁର୍‌ର ଆଇଟିଇ କଲେଜ୍‌ ସମ୍ମିଳିନୀ କକ୍ଷରେ ‘ସିଙ୍ଗାପୁର ଓଡ଼ିଆ ପରିବାର’ ସଂଗଠନ ତରଫରୁ ସୋମବାର ‘ରିଦିମ୍‌ସ ଇନ୍‌ ୟୁନିଟି ସଙ୍ଗମ୍‌ ୨୦୧୮’ ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପରିବାର ତରଫରୁ ଓଡ଼ିଶାର ସାଂସ୍କୃତିକ ନୃତ୍ୟ ଓ ଗୀତ ସହିତ ଭାରତୀୟ ଖାଦ୍ୟ ଓ କଳା ସଂସ୍କୃତିର ପ୍ରଦର୍ଶିତ ହୋଇଛି। ଏଥିରେ ସିଙ୍ଗାପୁର୍‌ ପ୍ରଧାନମନ୍ତ୍ରୀ ଲି ସିନ୍‌ ଲୁଙ୍ଗ୍‌ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

lee

ଏହି କାର୍ଯ୍ୟକ୍ରମରେ ଓଏସ୍‌ଏସ୍‌ ନୃତ୍ୟ ଦଳ ପକ୍ଷରୁ ଲୋକନୃତ୍ୟ ମାଧ୍ୟରେ ଓଡ଼ିଶାର ଉଚ୍ଚକୋଟୀର ଆଦିବାସୀ ସଂସ୍କୃତି ଓ ଜୀବନଶୈଳୀକୁ ପ୍ରଦର୍ଶନ କରାଯାଇଥିଲା। ସିଙ୍ଗାପୁର୍‌ ଓଡ଼ିଆ ପରିବାରର କାର୍ଯ୍ୟକାରୀ ସଦସ୍ୟା ସ୍ୱାଗତିକା ମିଶ୍ର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଏଥିସହିତ କାର୍ଯ୍ୟକ୍ରମରେ ପିପିଲି ଚାନ୍ଦୁଆ, କଟକର ତାରକସୀ କାରୁକାର୍ଯ୍ୟ ବି ପ୍ରଦର୍ଶନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଙ୍ଗାପୁର୍‌ ଓଡ଼ିଆ ପରିବାର ଅଧ୍ୟକ୍ଷ ସମ୍ବିତ ମିଶ୍ର ପ୍ରଧାନମନ୍ତ୍ରୀଙ୍କୁ ଲି’ଙ୍କୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ କରାଇଥିଲେ।

,,,,,,,,,,,,,,,,,,,,,,,,,,,,,,,,,,,,,,,,

Odia Society of Singapore participated in Rhythms in Unity Sangaman 2018 celebrated today 7 pm at ITE College Central, Tay Eng Soon Convention Center. Mr. Lee Hsien Loong, Honorable Prime Minister of Singapore was the Guest of Honour.

The event had cultural dances, stage performances, Indian Buffet, Wellness Booths, Games for Children & Fringe Activities.

 

Its a Honour and humble effort by our OSS dance team of 6 women and 4 men, to present the rich tribal culture of Odisha through our folk dance. Through our dance, we are trying to showcase our traditional music, colourful tribal costumes and happiness filled tribal way of life.

Special thanks to all the dancers who have put in long hours of hard work, passion and commitment: Debolina Das, Lagnajit Pattnaik, Lopamudra Behera, Pratyush Hota, Pushpita Pattnaik, Reela Patro,Sujit Kumar Barik, Surya Narayana Das, Swagatika Biswal and Swagatika Mishra.

 

Swagatika mishra , executive member of odia society is the choreographer and lead  of the dances.

 

Honorable Prime minister visited Odia both and briefed on Odisha culture , rich mining and costal belt , Handicrafts and Temples.  Prime minister has been briefed by President Sambit Mishra , exco Soumya Singh , Lima Pattanaik and Sabyasachi Mishra.

 

We have also showcases pipili chandua , cuttack tara kasi kama , Tala ptra handiworks.

 

In total 1100 audiances attened the event. 7 indian states invited to participate.

 

posting pics and videos. Kindly cover. 🙏

 

 

 



from Odisha Reporter https://ift.tt/2wKXGV1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages