ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଖାଇବା ପରେ ତୁରନ୍ତ ପାଣି ପିଇବା କିଛି ଲୋକଙ୍କ ଅଭ୍ୟାସ। କେହି କେହି ଖାଇବା ମଝିରେ ମଧ୍ୟ ଦୁଇ ତିନି ଥର ପାଣି ପିଇ ଦିଅନ୍ତି ।

ଜାଣିଛନ୍ତି, ଏହି ଅଭ୍ୟାସ ଆମ ଶରୀର ପାଇଁ କ୍ଷତିକାରକ। ଖାଇବା ମଝିରେ ପାଣି ପି‍ଇବା ଦ୍ୱାରା ଏହା ଆମ ପେଟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ସହ ଶରୀରର ରୋଗ ପ୍ରତିରୋଧକ  ଶକ୍ତି  ମଧ୍ୟ କମ୍‌ ହୋଇଯାଇଥାଏ।

ଶରୀର ପ୍ରତି ଏହାର କୁ ପ୍ରଭାବ

ଖାଇବା ମଝିରେ ପାଣି ପିଇଲେ ଶରୀରରେ ଇନ୍‌ସୁଲିନ୍‌ର ସ୍ତର ବଢ଼ିଥାଏ। ଏହାଦ୍ୱାରା ଆମର ପାଚନତନ୍ତ୍ର ପ୍ରତିକୂଳ ଭାବେ ପ୍ରଭାବିତ ହୋଇଥାଏ। ରକ୍ତରେ ଗ୍ଲୁକୋଜର ମାତ୍ରା ମଧ୍ୟ ବଢ଼ିଯାଇଥାଏ।

ଖାଇବା ମଝିରେ ପାଣି ପିଇବା ମୋଟାପଣର କାରଣ। ଏମିତି କରୁଥିଲେ ପାଚନତନ୍ତ୍ର ଦୁର୍ବଳ ହେବ ।

ଖାଇବା ମଝିରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହୋଇ ନ ଥାଏ। ପେଟ ଭିତରେ ଖାଦ୍ୟ ଅଧିକ ସମୟ ରହିବା ଦ୍ୱାରା ଗ୍ୟାସ୍‌ ହୋଇଥାଏ। ପେଟ ଓ ଛାତିରେ ଜଳାପୋଡ଼ା ହୁଏ। ଏହାସହ ବିଭିନ୍ନ ରୋଗ ମାଡ଼ିଆସେ।



from Odisha Reporter https://ift.tt/2xcCkPx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages