
ଚୌଦ୍ୱାର (ପ୍ରକାଶ କୁମାର ନାୟକ): ବିପଦରେ ଗଜରାଜ। ଆଜି ପୁଣି ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଚୌଦ୍ୱାର ସଫା ବନଖଣ୍ଡର କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ଗାଁ ନିକଟସ୍ଥ ଏକ ଫାର୍ମ ହାଉସ୍ ପରିସରରୁ ଦନ୍ତାହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ମାତ୍ର ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବଜ୍ରପାତରେ ମରିଥିବା ସନ୍ଦେହ କରାଯାଉଛି।
ବନ ବିଭାଗ ବ୍ୟବଚ୍ଛେଦ ପରେ ହାତୀକୁ ପୋତି ଦେଇଛି।
from Odisha Reporter https://ift.tt/2N7xsFs
No comments:
Post a Comment