ଜଙ୍ଗଲରୁ ମିଳିଲା ଗାଈର ମୃତଦେହ: କ’ଣ ସୁନ୍ଦରୀ କରିଛି ଶିକାର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଜଙ୍ଗଲରୁ ମିଳିଲା ଗାଈର ମୃତଦେହ: କ’ଣ ସୁନ୍ଦରୀ କରିଛି ଶିକାର ?

angul

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଲେହେଡି ଗାଁର ଏକ ଗାଈକୁ ମହାବଳ ମାରିଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ରାତିରେ ଜଙ୍ଗଲରେ ଏକ ଗାଈ ବୁଲୁଥିବା ସମୟରେ  ବାଘ ଆକ୍ରମଣ କରିଥିଲା। ଏହି ଘଟଣା ପରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ମୃତ ଗାଈର ମାଲିକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି।

ଗାଈର ମୃତଦେହ ମିଳିବା ପରେ ପୁଣି ଥରେ ବାଘୁଣୀ ‘ସୁନ୍ଦରୀ’ ଆତଙ୍କ ନେଇ ଚର୍ଚ୍ଚା ଜୋର ଧରିଛି। ‘ସୁନ୍ଦରୀ’ ଗାଈକୁ ମାରିଥିବା ସନ୍ଦେହ କରାଯାଉଛି।

‘ସୁନ୍ଦରୀ’ ବର୍ତ୍ତମାନ ହାତଧରା ଜଙ୍ଗଲରେ ବୁଲୁଛି। ସେ ଯେଭଳି ଜନବସତିକୁ ନ ଆସିବ ସେନେଇ  ବନବିଭାଗର କର୍ମଚାରୀ ତୀକ୍ଷଣ ନଜର ରଖିଥିବା ଆଠମଲ୍ଲିକ ବନଖଣ୍ଡ ଡିଏଏଫ୍‌ଓ ସୂଚନା ଦେଇଛନ୍ତି। ଏହାସହ ଲୋକେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି।



from Odisha Reporter https://ift.tt/2D37rTQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages