ମନ ମୋହୁଛି କୁନି କୁନି କୁକୁର ଛୁଆଙ୍କ ପ୍ୟାରେଡ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ମନ ମୋହୁଛି କୁନି କୁନି କୁକୁର ଛୁଆଙ୍କ ପ୍ୟାରେଡ ଭିଡିଓ

ସାଣ୍ଟିଆଗୋ: ଗତ ବୁଧବାର ଦକ୍ଷିଣ ଆମେରିକା ରାଷ୍ଟ୍ର ଚିଲେର ୨୦୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଜଧାନୀ ସାଣ୍ଟିଆଗୋଠାରେ ଅନୁଷ୍ଠିତ ଜାତୀୟ ସାମରିକ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା କୁକୁର ସ୍କ୍ୱାଡ୍ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା।

ସବୁଠୁ ବେଶୀ ଆକର୍ଷଣୀୟ ଥିଲା ଗୋଲଡେନ ରିଟ୍ରିଭର୍ ପ୍ରଜାତିର କୁନି କୁକୁର ଛୁଆଙ୍କ ମାର୍ଚ୍ଚପାଷ୍ଟ। ମହିଳା କ୍ୟାଡେଟମାନଙ୍କ ଜ୍ୟାକେଟ ସହ ସଂଲଗ୍ନ ମୁଣିରେ ରଖାଯାଇ ଥିବା ଏହି କୌତୁକିଆ ଶ୍ଵାନ ଶାବକଙ୍କ ମନଲୋଭା ଚାହାଣିର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇ ଲକ୍ଷ ଲକ୍ଷ ଲୋକଙ୍କ ଦ୍ଵାରା ଆଦୃତ ହୋଇଛି।

ଦେଖନ୍ତୁ ଭିଡିଓ।



from Odisha Reporter https://ift.tt/2OIpq3w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages