ରୋମାଣ୍ଟିକ୍‌ ଲୁକ୍‌ରେ ଅରିନ୍ଦମ୍‌-ଏଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ରୋମାଣ୍ଟିକ୍‌ ଲୁକ୍‌ରେ ଅରିନ୍ଦମ୍‌-ଏଲିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ଗଣେଶ ପୂଜାରେ ରିଲିଜ୍‌ ହେବ ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଓଡ଼ିଆ ଫିଲ୍ମ ‘ଇସ୍କ୍‌ ପୁଣିଥରେ’। ଏଥିରେ ଅରିନ୍ଦମ୍‌ ଏବଂ ଏଲିନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ତେବେ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମର କିଛି ଗୀତ ହିଟ୍‌ ହୋଇଗଲାଣି। ନିକଟରେ ‘ଇସ୍କ୍‌ ପୁଣିଥରେ’ର ଏକ ରୋମାଣ୍ଟିକ୍‌ ଟ୍ରାକ୍‌ ‘ଧିରେ ଧିରେ’ ରିଲିଜ୍‌ ହୋଇଛି। ଏହି ଗୀତର ଦୃଶ୍ୟରେ ଅରିନ୍ଦମ୍‌ ଏବଂ ଏଲିନା, ଉଭୟଙ୍କୁ ବେଶ୍ ରୋମାଣ୍ଟିକ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ସୁନ୍ଦର ଲୋକେସନ୍‌ରେ ମଧ୍ୟ ଗୀତଟିର ସୁଟିଂ ହୋଇଛି।
ଏହି ଗୀତକୁ ୟୁଟ୍ୟୁବ୍‌ରେ ଏପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
ସୂଚନାଯୋଗ୍ୟ ‘ଇସ୍କ୍‌ ପୁଣିଥରେ’ ୨୦୧୫ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ ଫିଲ୍ମର ସିକ୍ୱେଲ୍‌। ଫିଲ୍ମର ନିର୍ଦ୍ଦେଶନା ଜ୍ୟୋତି ଦାସ ଦେଇଛନ୍ତି।



from Odisha Reporter https://ift.tt/2wQ1nb0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages