ଉପୁଡ଼ିଲା ବିରାଟକାୟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଉପୁଡ଼ିଲା ବିରାଟକାୟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକେ

treees

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶନିବାର ରାଜଧାନୀ ଭୁବନେଶ୍ୱରର ଏକ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିଲା। ତେବେ ରାସ୍ତାରେ ଯାଉଥିବା ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଗତକାଲି ସନ୍ଧ୍ୟାରେ ରାଜମହଲ ଛକରୁ ମାଷ୍ଟର୍‌କ୍ୟାଣ୍ଟିନ ଯିବା ରାସ୍ତାର ଅଶୋକ ନଗରଠାରେ ଏକ ବିରାଟକାୟ ଚାକୁଣ୍ଡା ଗଛ ଉପୁଡ଼ି ପଡ଼ିଥିଲା। ଏଥିରେ ଜଣେ ଦୁଇ ଜଣ ଆହତ ହୋଇଥିବା ବେଳେ ଗୋଟିଏ କାର୍ କ୍ଷତିଗ୍ରସ୍ତ ହୋଇଛି।

ଗଛ ପଡ଼ିଯିବା ଯୋଗୁଁ ଦୀର୍ଘ ସମୟ ଧରି ସେହି ରାସ୍ତାରେ ଯାନବାହାନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗଛ କାଟି ରାସ୍ତା ଅବରୋଧ ହଟା ଯାଇଥିଲା।

ରାସ୍ତା ଖୋଳା ହେଉଥିବା ଯୋଗୁ ଗଛଟି ଉପୁଡ଼ି ପଡିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।



from Odisha Reporter https://ift.tt/2DlLgIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages