ଏଟିଏମ୍‌ରୁ ଲୁଟ୍ ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଏଟିଏମ୍‌ରୁ ଲୁଟ୍ ଉଦ୍ୟମ

atmloot

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଯାଁଳା ୟୁକୋ ବ୍ୟାଙ୍କର ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ହୋଇଛି।

ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ସଟର୍ ଭାଙ୍ଗି ଭିତରକୁ ପଶିଥିଲେ। ତା’ପରେ ସେମାନେ ଏଟିଏମ୍‌କୁ ଭାଙ୍ଗିଥିଲେ।  ତେବେ ସେମାନେ ଟଙ୍କା ନେବାକୁ ସକ୍ଷମ ହୋଇ ନାହାନ୍ତି ବୋଲି ଜଣାପଡ଼ିଛି।

ଯାଁଳା ଫାଣ୍ଡି ପୁଲିସ୍ ପ୍ରାଥମିକ ତଦନ୍ତ କରି ଏଟିଏମ୍‌କୁ ସିଲ୍ କରିଛି। ସିସିଟିଭି ଯାଞ୍ଚ କରିବା ପରେ ଅପରାଧୀଙ୍କ ସମ୍ପର୍କରେ ସୁରାକ୍ ମିଳିପାରିବ ବୋଲି ପୁଲିସ୍ କହିଛି।



from Odisha Reporter https://ift.tt/2NLfj0A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages