
ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଭାଦ୍ରବ ଶୁକ୍ଳ ଦଶମୀ। ଶ୍ରୀ ମନ୍ଦିରରେ ଶ୍ରୀ ଜୀଉମାନଙ୍କ କୃଷ୍ଣଲୀଳାର ଅନ୍ତିମ ଦିବସ। ଏହି ଅବସରରେ ଦ୍ୱୀପ୍ରହର ଧୂପ ପରେ ରାମ, କୃଷ୍ଣ ଆଜ୍ଞାମାଳ ପାଇ ଲବଣୀଖିଆ ଛକକୁ ବିଜେ କରିଥିଲେ। ଏହି ଅବସରରେ କୁବୁଜା ସେବା ନୀତି ସମ୍ପନ୍ନ ହୋଇଛି।


from Odisha Reporter https://ift.tt/2DetneP
No comments:
Post a Comment