କିଏ ରହିଛି ଆଗରେ- ‘ବିଗ୍‌ ବସ୍‌’ ନା ‘କେବିସି’? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

କିଏ ରହିଛି ଆଗରେ- ‘ବିଗ୍‌ ବସ୍‌’ ନା ‘କେବିସି’?

amitav

ମୁମ୍ବାଇ: ଛୋଟ ପରଦାରେ ଏବେ ଧମାଲ୍‌ କରୁଛନ୍ତି ଦୁଇଟି ଶୋ’। ଗୋଟିଏ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ସଲମାନ୍‌ ଖାନ୍‌ଙ୍କ ଶୋ’ ‘ବିଗ୍‌ ବସ୍‌’ ଓ ଅନ୍ୟଟି ସୋନୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଅମିତାଭ୍‌ ବଚ୍ଚନଙ୍କ ଶୋ’ ‘କୌନ୍‌ ବନେଗା କରୋଡ୍‌ପତି’।

ତେବେ ଏ ଦୁଇଟି ଶୋ’ ମଧ୍ୟରୁ କେଉଁଟିକୁ ଲୋକେ ଅଧିକ ଦେଖୁଛନ୍ତି? ଏ ବିଷୟରେ ଆପଣ କିଛି ଜାଣିଛନ୍ତି?

କେବିସିକୁ ପଛରେ ପକାଇ ଦେଇଛି ବିଗ୍‌ବସ୍‌। ଏକଥା ଆମେ କହୁ ନାହୁଁ। ଟିଭି ରେଟିଂରୁ ଏହା ଜଣାପଡ଼ିଛି।

ସୂଚନା ମୁତାବକ, ‘ବିଗ୍‌ବସ୍‌-୧୨’ ଟିଭି ରେଟିଂରେ ଷଷ୍ଠ ସ୍ଥାନରେ ଥିବାବେଳେ ‘କୌନ୍‌ ବନେଗା କରୋଡ୍‌ପତି’ ଦଶମ ସ୍ଥାନରେ ଅଛି।

‘ବିଗ୍‌ବସ୍‌’ ଆରମ୍ଭ ହେବା ଦିନଠାରୁ ଭଲ ରେଟିଂ ହାସଲ କରି ଟପ୍‌ ଟେନ୍‌ରେ ନିଜ ସ୍ଥାନ ବଜାୟ ରଖିଛି।



from Odisha Reporter https://ift.tt/2N6hJ5u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages