ଏହି ପ୍ରସିଦ୍ଧ ଫୁଟ୍‌ବଲ୍ ଖେଳାଳିଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଏହି ପ୍ରସିଦ୍ଧ ଫୁଟ୍‌ବଲ୍ ଖେଳାଳିଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ

ronaldo

ନୂଆଦିଲ୍ଲୀ: ପର୍ତୁଗାଲ୍‌ର ଷ୍ଟାର୍ ଫୁଟ୍‌ବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଆମେରିକାର କ୍ୟାଥରୀନ ମାୟୋର୍ଗା ନାମକ ଜଣେ ମହିଳା ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି।

ଏହି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ୨୦୦୯ରେ ରୋନାଲ୍ଡୋ ତାଙ୍କୁ ଦୁଷ୍କର୍ମ କରିଥିଲେ। ଜର୍ମାନ୍‌ର ଏକ ପତ୍ରିକାରେ ଏ ଖବର ପ୍ରକାଶିତ ହୋଇଛି।

ttttoଏଥିରେ ଲେଖାଯାଇଛି ଯେ ୨୦୦୯ରେ ଲାସ୍ ଭେଗାସ୍‌ର ଏକ ହୋଟେଲ୍‌ରେ ଏହି ଘଟଣା ଘଟିଥିଲା। ଏହା ପରେ କୋର୍ଟ ବାହାରେ ଦୁହିଁଙ୍କ ମଧ୍ୟରେ ଏନେଇ ବୁଝାମଣା ହୋଇଯାଇଥିଲା। ଏଥିପାଇଁ ରୋନାଲ୍ଡୋ ଉକ୍ତ ମହିଳାଙ୍କୁ ୩,୭୫,୦୦୦ ଆମେରିକୀୟ ଡଲାର ଦେଇଥିଲେ। ତା’ସହିତ ସେ ପ୍ରତିଶ୍ରୁତି ଦେଇଥିଲେ ଏ କଥା କେବେ ପ୍ରକାଶ କରିବେ ନାହିଁ।

ଏ ଖବର ପ୍ରକାଶିତ ହେବା ପରେ ରୋନାଲ୍ହୋଙ୍କ ଓକିଲ କହିଛନ୍ତି ସେମାନେ ଏନେଇ କୋର୍ଟକୁ ଯିବେ।

ବର୍ତ୍ତମାନ ସମୟରେ ରୋନାଲ୍ହୋ ବିଶ୍ୱର ଜଣେ ପ୍ରସିଦ୍ଧ ଖେଳାଳି। ସେ ୫ ଥର ‘ପ୍ଲେୟର ଅଫ୍ ଦ ଇୟର’ ପୁରସ୍କାର ପାଇ ସାରିଛନ୍ତି।



from Odisha Reporter https://ift.tt/2y1vKM8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages