‘ଯେତିକି ଦେଇଛୁ’ ଲୋକାର୍ପିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

‘ଯେତିକି ଦେଇଛୁ’ ଲୋକାର୍ପିତ

book release jetiki deichhu

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ପ୍ରିନ୍ସ ପବ୍ଲିକେସନ୍‌ସ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାର ପରିସରରେ ଗୌରୀଶଙ୍କର ପଣ୍ଡାଙ୍କ କବିତା ସଂକଳନ ‘ଯେତିକି ଦେଇଛୁ’ ଲୋକାର୍ପିତ ହୋଇଛି। ଏଥିରେ ଜୁନାଗଡ଼ ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, କବି ହରପ୍ରସାଦ ଦାସ ଓ କଥାକାର ଅଜୟ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

ଏହି ପୁସ୍ତକଟିରେ ଶ୍ରୀ ପଣ୍ଡାଙ୍କ ରଚିତ ୧୬ଟି କବିତା ରହିଛି। କବି ଅମରେଶ ବିଶ୍ୱାଳ ଏହି ପୁସ୍ତକର ସମୀକ୍ଷା କରିଥିବା ବେଳେ ଅସିତ ପ୍ରଧାନ, ରାଜ୍‌କିଶୋର ପଣ୍ଡିତ୍‌ ଓ ସ୍ମୃତିଶିଖା ମାହାପାତ୍ର କବିତା ଆବୃତି କରିଥିଲେ।



from Odisha Reporter https://ift.tt/2NsgeCQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages