ଏସିଆନ୍ ଚାମ୍ପିୟନ୍ସ ଟ୍ରଫ୍‌ ପାଇଁ କଳିଙ୍ଗ ଷ୍ଟାଡିମୟରେ ଜାତୀୟ କ୍ୟାମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଏସିଆନ୍ ଚାମ୍ପିୟନ୍ସ ଟ୍ରଫ୍‌ ପାଇଁ କଳିଙ୍ଗ ଷ୍ଟାଡିମୟରେ ଜାତୀୟ କ୍ୟାମ୍ପ

hocky

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶାରେ ବିଶ୍ୱକପ୍ ହକି ପୂର୍ବରୁ ଭାରତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଖେଳିବ। ଏନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜାତୀୟ କ୍ୟାମ୍ପ।  ଏଥିରେ ଯୋଗ ଦେବା ପାଇଁ ଭାରତୀୟ ହକି ଦଳ ଭୁବନେଶ୍ୱରରେ ପହଞ୍ଚିଛି।

ପ୍ରାୟ ଏକମାସ ଧରି ଭୁବନେଶ୍ୱରରେ ଏହି କ୍ୟାମ୍ପ ଚାଲିବ। ଅକ୍ଟୋବର ୧୮ରୁ ଓମାନ୍‌ରେ ମସ୍କାଟ୍‌ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ଖେଳାଯିବ।

ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କ ଭୁଲ୍ ସୁଧାରିବାରେ ବେଶ ସହାୟକ ହେବ ବୋଲି ଭାରତୀୟ ହକି ଦଳର ମୁଖ୍ୟ କୋଚ୍ ହରେନ୍ଦ୍ର ସିଂ କହିଛନ୍ତି।



from Odisha Reporter https://ift.tt/2OwsOyo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages