
ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦହି ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ।
ମୃତ ନାଁ ବୈଦେହୀ ଚିରାଗୁନ। ତାଙ୍କ ସ୍ୱାମୀ ନାଁ ଧବଳେଶ୍ୱର ଚିରାଗୁନ।
ଧବଳେଶ୍ୱର ବେଲପଡ଼ା ଥାନାରେ ଆତ୍ମସମର୍ପଣ କରିଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
from Odisha Reporter https://ift.tt/2PPCtQI
No comments:
Post a Comment