ଫାଇନାଲ୍‌ରେ ଭାରତ ସହିତ କିଏ ଖେଳିବ? ପାକିସ୍ତାନ ନା ବାଂଲାଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଫାଇନାଲ୍‌ରେ ଭାରତ ସହିତ କିଏ ଖେଳିବ? ପାକିସ୍ତାନ ନା ବାଂଲାଦେଶ

pakistan

ଆବୁଧାବି: ଏସିଆ କପ୍‌ର ସୁପର୍ ଫୋର୍‌ରେ ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍‌ଟି ସେମି ଫାଇନାଲ୍ ସଦୃଶ ହେବ। କାରଣ ଏଥିରେ ଯିଏ ଜିତିବ ସେ ଫାଇନାଲ୍‌କୁ ଯିବ।

ଉଭୟ ପାକିସ୍ତାନ ଓ ବାଂଲାଦେଶ ଦୁଇ ଦୁଇ ପଏଣ୍ଟ ପାଇଛନ୍ତି। ପୂର୍ବରୁ ଭାରତ ୪ ପଏଣ୍ଟ ପାଇ ଫାଇନାଲ୍‌ରେ ପହଞ୍ଚି ସାରିଛି।

ସୁପର୍‌ ଫୋର୍‌ରେ ଉଭୟ ପାକିସ୍ତାନ ଓ ବାଂଲାଦେଶ ଭାରତଠାରୁ ହାରିଥିଲେ। ତେବେ ଉଭୟ ଦଳ ଆଫ୍‌ଗାନିସ୍ତାନକୁ ହରାଇଥିଲେ।
ବାଂଲାଦେଶ ଅପେକ୍ଷା ପାକିସ୍ତାନର ରନ୍‌ରେଟ୍ ଭଲ ଅଛି। ତେଣୁ କୌଣସି କାରଣରୁ ମ୍ୟାଚ୍ ହୋଇ ନ ପାରିଲେ ପାକିସ୍ତାନ ଫାଇନାଲ୍‌କୁ ଯିବ।



from Odisha Reporter https://ift.tt/2xDm8YP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages