ନବୀନଙ୍କୁ ଭେଟିଲେ କମଲ ହାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ନବୀନଙ୍କୁ ଭେଟିଲେ କମଲ ହାସନ

Kamal Haasan meet odisha chief minister Naveen Patnaik in Chennai

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବାକୁ ଚେନ୍ନାଇ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଭେଟିଛନ୍ତି କମଲ୍‌ ହାସନ।

କମଲ୍‌ ହେଉଛନ୍ତି ରାଜନୈତିକ ଦଳ MNMର ମୁଖ୍ୟ ତଥା ସୁପରିଚିତ ଅଭିନେତା ।

ନବୀନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କମଲ୍‌ କହିଛନ୍ତି,“ ରାଜନୀତିରେ ନୂଆ ହୋଇଥିବାରୁ ପରାମର୍ଶ ନେବାକୁ ଆସିଥିଲି।”



from Odisha Reporter https://ift.tt/2OPvt69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages