‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ରେ ଏମିତି ଲୁକ୍‌ରେ ନଜର ଆସିବେ ଆମିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

 ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’ରେ ଏମିତି ଲୁକ୍‌ରେ ନଜର ଆସିବେ ଆମିର

ବହୁ ପ୍ରତୀକ୍ଷିତ ତଥା ମଲ୍‌ଟି ଷ୍ଟାର କାଷ୍ଟ ଫିଲ୍ମ ଠଗ୍ସ ଅଫ୍‌ ହିନ୍ଦୁସ୍ତାନର ଗୋଟିଏ ପରେ ଗୋଟିଏ ପୋଷ୍ଟର ରିଲିଜ୍‌ ହେଉଛି। ପ୍ରଥମେ ବିଗ୍‌ ବି ଅମିତାଭ ବଚ୍ଚନ, କଟ୍ରିନା କୈଫ୍‌, ଫତିମା ସାନା ଶେଖ୍‌ଙ୍କ ଆଉ ଏବେ ଆମିର୍‌ ଖାନ୍‌ଙ୍କ ଫଟୋ ରିଲିଜ୍‌ ହୋଇଛି। ‘ଫରଙ୍ଗି’ ଚରିତ୍ରରେ ଆମିରଙ୍କୁ ଚିତ୍ରଣ କରାଯାଇଥିବା ବେଳେ ସେ ଏକ ଘୋଡା ଉପରେ ବସିଥିବା ଦେଖିବାକୁ ମିଳୁଛି। ମୁହଁରେ କଳା ଚଷମା ଓ ମୁଣ୍ଡରେ ଟୋପି ପିନ୍ଧିଛନ୍ତି ଆମିର।

ଏହି ଫଟୋ ରିଲିଜ୍‌ ହେବା ପରେ ଆମିର ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, “ସଚ୍ଚୋଟତା ମୋର ଦ୍ୱିତୀୟ ନାଁ ଆଉ ମୋ କାମ ହିଁ ମୋର ବିଶ୍ୱାସ।’’

ଏହି ଫିଲ୍ମକୁ ନେଇ ଏବେ ଦେଶବ୍ୟାପୀ ବିଶେଷ ଚର୍ଚ୍ଚା ଚାଲିଥିବା ବେଳେ ଫିଲ୍ମ ରିଲିଜ୍‌କୁ ଅତି ଆଗ୍ରହର ସହ ପ୍ରତୀକ୍ଷା କରିଛନ୍ତି ସିନେ ଦର୍ଶକ।

ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ନଭେମ୍ବର ୮ ତାରିଖରେ ମୁକ୍ତିଲାଭ କରିବ।

ସୂଚନାଯୋଗ୍ୟ, ଏହି ଫିଲ୍ମ Philip Meadows Taylorଙ୍କ ଦ୍ୱରା ଲିଖିତ Confessions of a Thugକୁ ଆଧାର କରି ପ୍ରସ୍ତୁତ ହୋଇଛି।

 



from Odisha Reporter https://ift.tt/2PZEdXG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages