ପାରାଦୀପ ମୁହାଁଣରେ ଓଲଟି ପଡ଼ିଲା ଡଙ୍ଗା; ଜଣେ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ପାରାଦୀପ ମୁହାଁଣରେ ଓଲଟି ପଡ଼ିଲା ଡଙ୍ଗା; ଜଣେ ନିଖୋଜ

paradip

ପାରାଦୀପ (ଓଡ଼ିଶା ରିପୋର୍ଟର): ପାରାଦୀପ ସ୍ଥିତ ମହାନଦୀ ମୁହାଣରେ ଏକ ଡଙ୍ଗା ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ବେଳେ ୫ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସିଛନ୍ତି।

ନିଖୋଜଙ୍କୁ ଖୋଜିବାକୁ ସାମୁଦ୍ରିକ ଥାନା ପୁଲିସ ଓ କୋଷ୍ଟ ଗାର୍ଡ ମିଳିତ ଭାବେ ଉଦ୍ୟମ କରୁଛନ୍ତି।

‌ଆଜି ସକାଳେ ଷଣ୍ଢକୁଦ ଅଞ୍ଚଳର ୬ ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିଲେ। ଏହି ସମୟରେ ମୁହାଣ ମୁହଁରେ ପ୍ରବଳ ଢେଉ ଆସିବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା।



from Odisha Reporter https://ift.tt/2LX7eRe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages