‘ଝୁମ୍‌କା ଟିକେ ତୁତ ହଲେଇ ଦେ’ ଶୁଣି ଏମିତି ଅଣ୍ଟା ହଲେଇଲେ ଅନୁଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

‘ଝୁମ୍‌କା ଟିକେ ତୁତ ହଲେଇ ଦେ’ ଶୁଣି ଏମିତି ଅଣ୍ଟା ହଲେଇଲେ ଅନୁଭବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍‌ର ଫିଲ୍ମ ‘ପ୍ରେମ୍‌ କୁମାର’। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅନୁଭବ ମହାନ୍ତି ଏବଂ ଦୁଇ ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଏବଂ ଶିବାନୀ।

ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ୬ଟି ଗୀତରେ ସଜେଇ ହୋଇଥିବା ଏହି ଫିଲ୍ମର ଅଡିଓ ରିଲିଜ୍‌ ସେପ୍ଟେମ୍ବର ୫ତାରିଖରେ ଭୁବନେଶ୍ୱରର ସବୁଠୁ ବଡ ସପିଂ ମଲ୍‌ ଏସ୍‌ପ୍ଲାନେଡ୍‌ରେ ହୋଇଥିଲା। ଏହି ରଙ୍ଗାରଙ୍ଗ ସନ୍ଧ୍ୟାରେ ସର୍ବସାଧାରଣରେ ଅନୁଭବଙ୍କୁ ଗୀତର ତାଳେ ତାଳେ ଅଣ୍ଟା ହଲେଇ ନାଚିବାର ଦେଖିବାକୁ ମିଳିଥିଲା। ‘ଝୁମ୍‌କା ଟିକେ ତୁ ତ ହଲେଇ ଦେ’ ଗୀତରେ ଅନୁଭବଙ୍କ ସହ ଉପସ୍ଥିତି ଦୁଇ ସୁନ୍ଦରୀ ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା ମଧ୍ୟ ନାଚିଥିଲେ।

‘ପ୍ରେମ୍‌ କୁମାର’ ଫିଲ୍ମରେ ପ୍ରଥମ ଥର ଅନୁଭବ ଶିବାନୀ ଏବଂ ତମନ୍ନାଙ୍କ ସହ କାମ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଛନ୍ତି।



from Odisha Reporter https://ift.tt/2QUTNF7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages