ଚିଲିକା ଭିତରେ ପଶିଲେ ୨୦୦୦ ମତ୍ସ୍ୟଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଚିଲିକା ଭିତରେ ପଶିଲେ ୨୦୦୦ ମତ୍ସ୍ୟଜୀବୀ

ଖୋର୍ଦ୍ଧା(ବଳରାମ ଲେଙ୍କା): ବେଆଇନ୍‌ ଘେରି ଓ ଜାଲ ଉଚ୍ଛେଦ ପାଇଁ ଚିଲିକା ଭିତରେ ପଶିଛନ୍ତି ପ୍ରାୟ ୨୦୦୦ ମତ୍ସ୍ୟଜୀବୀ। ନଇରି ଜେଟି ଦେଇ ସେମାନେ ଡଙ୍ଗା ଧରି ଚିଲିକା ଭିତରେ ପଶି ଆନ୍ଦୋଳନ କରୁଛନ୍ତି। ଏହାର ନେତୃତ୍ୱ ନେଇଛି ଚିଲିକା ମତ୍ସ୍ୟଜୀବୀ ମହାସଂଘ।

ଏମାନଙ୍କ ଅଭିଯୋଗ ହେଲା, ଚିଲିକା ଭିତରେ ଘେରି ଓ ଜାଲ୍ ପକାଯିବାରୁ ସାଧାରଣ ମତ୍ସ୍ୟଜୀବୀ ପ୍ରଭାବିତ ହେଉଛନ୍ତି। ସେମାନେ ଠିକରେ ମାଛ ମାରି ପାରୁ ନାହାନ୍ତି। ଏହା ଦ୍ୱାରା ହଜାର ହଜାର ପରିବାରର ପେଟପାଟଣା ପ୍ରଭାବିତ ହେଉଛି।

ତେଣୁ ଘେରି ଭାଙ୍ଗିବାକୁ ଓ ଜାଲ ହଟାଇବାକୁ ଚିଲିକା ଭିତରକୁ ଯାଇଛନ୍ତି ମତ୍ସ୍ୟଜୀବୀ।



from Odisha Reporter https://ift.tt/2OiYfPx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages