ମାତ୍ର ୨୬ ବର୍ଷ ବୟସରେ ଚାଲିଗଲେ ମ୍ୟାକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ମାତ୍ର ୨୬ ବର୍ଷ ବୟସରେ ଚାଲିଗଲେ ମ୍ୟାକ୍

macmiller

ନ୍ୟୁୟର୍କ: ଜଣାଶୁଣା ରାପର୍ ମ୍ୟାକ୍‌ ମିଲରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା।

ଗତକାଲି କାଲିଫର୍ଣ୍ଣିଆରେ ତାଙ୍କ ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଅତ୍ୟଧିକ ନିଶା ସେବନ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ସେ ମାତ୍ରାଧିକ ନିଶା ସେବନ କରୁଥିଲେ।

makଗତ ମେ’ ମାସରେ ସେ ଏକ ଦୁର୍ଘଟଣା ଘଟାଇ ଥିଲେ। ଏନେଇ ତାଙ୍କ ନାଁରେ ହିଟ୍ ଆଣ୍ଡ୍ ରନ୍ ମାମଲା ରୁଜୁ ହୋଇଥିଲା। ତାଙ୍କୁ ପୁଲିସ୍ ଗିରଫ ମଧ୍ୟ କରିଥିଲା। ସେ ସେ ମଦ ପିଇ କାର୍ ଚଲାଉଥିଲେ। ଦୋଷୀ ସାବ୍ୟସ୍ତ ହୋଇଥିଲେ ୬ ମାସ ଜେଲ୍ ଯାଇ ଥାଆନ୍ତେ।

୨୦୧୧ରେ ତାଙ୍କର ଡେବ୍ୟୁ ଆଲ୍‌ବମ୍ ‘ବ୍ଲ୍ୟୁ ସ୍ଲାଇଡ୍ ପାର୍କ’ ଆସିଥିଲା। ଏହା ଖୁବ୍ ହିଟ୍ ହୋଇଥିଲା ଓ ସେ ସମୟରେ ମ୍ୟୁଜିକ୍ ଚାର୍ଟରେ ୧ ନମ୍ବରରେ ରହିଥିଲା।

 



from Odisha Reporter https://ift.tt/2NYvpkb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages