ଗାଧୋଇ ସାରିବା ପରେ କ’ଣ କରିବା ଅନୁଚିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଗାଧୋଇ ସାରିବା ପରେ କ’ଣ କରିବା ଅନୁଚିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ଦିନ ଗାଧୋଇ ସାରିବା ପରେ କିଛି ଲୋକ ଠାକୁର ପୂଜା କରନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ପୁରୁଷ ଏବଂ ନାରୀ ଉଭୟ ପୂଜା କରିବା ପୂର୍ବରୁ ପ୍ରଥମେ ସୂର୍ଯ୍ୟ ନମସ୍କାର କରନ୍ତୁ । ଏହାପରେ ଠାକୁର ପୂଜା କରନ୍ତୁ। ଠାକୁର ପୂଜା କରିସାରିବା ପରେ ଟିକିଏ ଲୁଣ ଖାଆନ୍ତୁ। ମନେରଖନ୍ତୁ, ଗାଧୋଇ ସାରି କେବେ ତେଲକୁ ଛୁଇଁବେ ନାହିଁ ଏବଂ ମୁଢ଼ି ଖାଇବେ ନାହିଁ । ଏହାଦ୍ୱାରା ଅମଙ୍ଗଳ ହୋଇଥାଏ।



from Odisha Reporter https://ift.tt/2NiFlrS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages