
କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ରେଞ୍ଜ୍ ସେଣ୍ଟକାପ୍ ଅଞ୍ଚଳରେ ଜଣେ ମହିଳାଙ୍କୁ ଦନ୍ତାହାତୀ ମାରି ଦେଇଛି। ତାଙ୍କ ନାଁ ପାଲ ନାଏକ। ମୃତ ମହିଳା ଜଣଙ୍କ ସେଣ୍ଟକାପ୍ ଅଞ୍ଚଳର।
ଆଜି ସକାଳେ ମହିଳା ଜଣଙ୍କ ଛତୁ ଆଣିବାକୁ ଜଙ୍ଗଲକୁ ଯାଇଥିଲା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତା ତାଙ୍କୁ ଗଛରେ ପିଟି ମାରି ଦେଇଥିଲା।
ପୁଲିସ୍ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
from Odisha Reporter https://ift.tt/2Qd0otJ
No comments:
Post a Comment