ରାଜଧାନୀରେ ପୁଣି ଫୁଟିଲା ଗୁଳି, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ରାଜଧାନୀରେ ପୁଣି ଫୁଟିଲା ଗୁଳି, ୨ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଆଜି ପୁଣି ଫୁଟିଛି ଗୁଳି। ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ଏକ କାର୍‌ରେ ଦୁର୍ବୃତ୍ତମାନେ ଆସି ୪ ରାଉଣ୍ଡ ଗୁଳି ଫୁଟାଇ ପଳାଇ ଯାଇଛନ୍ତି। ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ନାଁ ସୁଶାନ୍ତ ଭୋଇ ବୋଲି ଜଣାପଡ଼ିଛି। ମାତ୍ର କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି, ତାହା ଜଣାପଡ଼ି ନାହିଁ।



from Odisha Reporter https://ift.tt/2wFaX0p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages