
କୋଣାର୍କ (ସଞ୍ଜୟ ପତି): ଜଳବାୟୁ ସମସ୍ୟା ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଉପରେ ସଚେତନତା ସୃଷ୍ଟି ପାଇଁ ଆରମ୍ଭ ହେବ କୋଣାର୍କ ଇଣ୍ଟରନେସନାଲ ସାଇକ୍ଲୋଥନ। ଲଗାତର ଚତୁର୍ଥ ଥର ପାଇଁ କୋଣାର୍କ ଇଣ୍ଟରନ୍ୟାସନାଲ ସାଇକ୍ଲୋଥନର ଆୟୋଜିତ ହେବାକୁ ଯାଉଛି।
ସଚେତନତା ପାଇଁ ଚଳିତବର୍ଷ ‘ଟୁର୍ ଦି କଳିଙ୍ଗ’ କାର୍ଯ୍ୟକ୍ରମ ମଧ୍ୟ ହେବ। ଏଥିରେ ଡିସେମ୍ବର ୮ରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ୧୩ଶହ କିଲୋମିଟର ସାଇକେଲରେ ଯାତ୍ରା କରାଯିବ।
ଚଳିତବର୍ଷ ଏସିଆନ୍ ଗେମ୍ସରେ ପଦକ ବିଜେତା ଦୂତି ଚାନ୍ଦ, ଟ୍ରାନସ ସାଇବେରିଆ ଏକସଟ୍ରିମ୍ ସାଇକେଲ ରେସରେ ଭାଗ ନେଇଥିବା ଅମିତ୍ ସମର୍ଥ ଓ ବାଲୁକା ଶିଳ୍ପୀ ମାନସ ସାହୁ ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି।
from Odisha Reporter https://ift.tt/2Ovwroh
No comments:
Post a Comment