ନଈରୁ ଦୁଇଟି ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ନଈରୁ ଦୁଇଟି ମୃତଦେହ ଉଦ୍ଧାର

deadbody,,,,,

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକର ଭିନ୍ନ ଭିନ୍ନ ସ୍ଥାନରୁ ନଦୀରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି।

ଆଜି ସକାଳେ ଭଦ୍ରକ ଧାମନଗର ବ୍ଲକ୍‌ ଅଞ୍ଚଳରେ ପ୍ରବାହିତ କୋଚିଳା ନଦୀର ତିନି ଘରିଆ ଘାଟ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତଦେହ ପାଣିରେ ଭାସୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତକ ହେଲେ ସନ୍ତୋଷ ରାଉତ। ତାଙ୍କ ଘର ପଧାନୀ ପଞ୍ଚାୟତ ଆଠଘରିଆ ଗାଁରେ।

ସେ ଗତ ୨୫ ତାରିଖରେ ଶୌଚ ପାଇଁ ନଦୀପଠାକୁ ଯାଇ ଫେରି ନ ଥିଲେ।

ସେହିପରି ଭଦ୍ରକ ସାଳନ୍ଦୀ ନଦୀର ଧନାଟୋଲା ବିଜ୍ର ନିକଟରେ ଦଳଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।

 



from Odisha Reporter https://ift.tt/2R37v9e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages