ସେପ୍ଟେମ୍ବର ୨୨, ଶନିବାର: ଏହି ରାଶିର ଲୋକେ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ସେପ୍ଟେମ୍ବର ୨୨, ଶନିବାର: ଏହି ରାଶିର ଲୋକେ କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ

RasiFala

ମେଷ: ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଦେଖିଚାହିଁ ଦିନଟି କାଟନ୍ତୁ।

ବୃଷ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଗୁଡ଼ ଖାଇ ଦିନଟି ଆରମ୍ଭ କରନ୍ତୁ।

ମିଥୁନ: ପରିବାର ଲୋକଙ୍କ ସହିତ ଖୁସିରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଚାକିରିଆମାନେ ପଦୋନ୍ନତି ପାଇପାରନ୍ତି।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ତେବେ ସ୍ୱାସ୍ଥ୍ୟ ଭଲ ରହିବ। ଖାଦ୍ୟପେୟ ପ୍ରତି ଯତ୍ନବାନ ରୁହନ୍ତୁ।

ସିଂହ: କୌଣସି ଗରିବ ଲୋକ ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ। କାହାକୁ କଟୁ କଥା କୁହନ୍ତୁ ନାହିଁ।

କନ୍ୟା: ଚାକିରି ପାଇଁ ନୂଆ ଅଫର୍ ଆସିପାରେ। ଧନପ୍ରାପ୍ତି ଯୋଗ ରହିଛି। ନୂତନ ବ୍ୟବସାୟ ଆରମ୍ଭ ପାଇଁ ବି ମନ ବଳାଇ ପାରନ୍ତି।

ତୁଳା: ଖର୍ଚ୍ଚ ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। ଘରେ କାହାର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ପାରେ।

ବିଛା: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଯେକୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କଲା ବେଳେ ବିଶେଷଜ୍ଞମାନଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

ଧନୁ: କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶ ଅନୁଯାୟୀ କାମ କରନ୍ତୁ।

ମକର: ବ୍ୟବସାୟରେ ଭଲ ଲାଭ ମିଳିବ। ଅହଙ୍କାର ପରିତ୍ୟାଗ କରନ୍ତୁ। ମନକୁ ଶାନ୍ତ ରଖନ୍ତୁ।

କୁମ୍ଭ: ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ଭାବିଚିନ୍ତି ସବୁ କାମ କରନ୍ତୁ, ନହେଲେ ନିଜେ ସମସ୍ୟାରେ ପଡ଼ିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମୀନ: ଶାରୀରିକ ପରିଶ୍ରମ କରନ୍ତୁ। ତା’ହେଲେ ସ୍ୱାସ୍ଥ୍ୟ ଭଲ ରହିବ। ପରିବାରକୁ ସମୟ ଦିଅନ୍ତୁ। କୌଣସି ବନ୍ଧୁ ଆଜି ସହାୟତାର ହାତ ବଢ଼ାଇ ପାରନ୍ତି।



from Odisha Reporter https://ift.tt/2psTSU4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages