
କଟକ(ଓଡ଼ିଶା ରିପୋର୍ଟର): ରେଭେନ୍ସା ବିଶ୍ୱବିଦ୍ୟାଳୟର ନିଉ ହଷ୍ଟେଲ୍ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୁଶଧର ବାଗ୍। ତାଙ୍କ ଘର ବଲାଙ୍ଗିରରେ ବୋଲି ଜଣାପଡ଼ିଛି।
କୁଶଧର ରାଜନୀତି ବିଜ୍ଞାନର ପିଏଚ୍ଡି କରୁଥିଲେ। କେମିତି ସେ ଛାତରୁ ପଡ଼ିଗଲେ, ତାହା ସ୍ପଷ୍ଟ ହୋଇପାରିନି।
ମାଲଗୋଦାମ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2QcgHGP
No comments:
Post a Comment