‘ସୁନ୍ଦରୀ’ ଏବେ ଏଇ ଜଙ୍ଗଲରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

‘ସୁନ୍ଦରୀ’ ଏବେ ଏଇ ଜଙ୍ଗଲରେ

TIGERODISHA

ଅନୁଗୋଳ (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ଏବେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡରେ ଥିବା ସୂଚନା ମିଳିଛି।

ବନବିଭାଗ ଟିମ୍ ବାଘୁଣୀକୁ ଘଞ୍ଚ ଜଙ୍ଗଲକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ମନିଟରିଂ କରୁଥିବା ବେଳେ ବାଘୁଣୀ ସହ ମୁହାଁମୁହିଁ ହୋଇଥିଲେ।

କିଛି ଦିନ ପୂର୍ବେ ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଲେହେଡି ଗାଁରେ ବାଘୁଣୀ ଆକ୍ରମଣରେ ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା।  ତେଣୁ କିଭଳି ସୁନ୍ଦରୀକୁ ଘଞ୍ଚ ଜଙ୍ଗଲକୁ ପଠାଯିବ ସେ ନେଇ ବନବିଭାଗ କର୍ମଚାରୀ ଓ ଅଧିକାରୀ ଉଦ୍ୟମ ଆରମ୍ଭ କରିଥିଲେ।

 



from Odisha Reporter https://ift.tt/2xI77UC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages