ଏଚ୍‌ଆଇଭି ଓ ଏଡସ୍‌ ରୋଗୀଙ୍କ ସହ ଏମିତି କଲେ ମିଳିବ ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଏଚ୍‌ଆଇଭି ଓ ଏଡସ୍‌ ରୋଗୀଙ୍କ ସହ ଏମିତି କଲେ ମିଳିବ ଦଣ୍ଡ

hiv

ନୂଆଦିଲ୍ଲୀ: ଏଚ୍‌ଆଇଭି ପୋଜିଟିଭ ଓ ଏଡସ ରୋଗୀଙ୍କୁ ସମାଜରେ ଖରାପ ଦୃଷ୍ଟିରେ ଦେଖାଯାଇଥାଏ। ଏଡସ୍‌ ହେବାର ଏକାଧିକ କାରଣ ଥିଲେ ମଧ୍ୟ ଅଧିକାଂଶ ଲୋକ ଏହାକୁ ଅସୁରକ୍ଷିତ ଯୌନ ସମ୍ପର୍କରୁ ହୋଇଥାଏ ବୋଲି ଭାବିଥାନ୍ତି। ଏହି କାରଣରୁ କିଛି ଲୋକ ଏମାନଙ୍କୁ ଭଲ ଦୃଷ୍ଟିରେ ଦେଖିନଥାନ୍ତି ଓ ଭେଦଭାବ କରିଥାନ୍ତି।
ଆଉ ଏମାନଙ୍କ ସହ ଭେଦଭାବ କେହି କରିପାରିବେ ନାହିଁ। ଯଦି କରିବେ କଠୋର ଦଣ୍ଡ ପାଇବେ। ଏଥିପାଇଁ ଅଭିଯୁକ୍ତ ଜେଲ୍‌ ଯାଇପାରନ୍ତି। ଏହାସହ ଏକ ଲକ୍ଷ ଟଙ୍କା ଜୋରିମାନା ବି ଲାଗିପାରେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏଚ୍‌ଆଇଭି/ଏଡସ୍‌ ଅଧିନିୟମ, ୨୦୧୭ ସୂଚନା ଜାରି କରାଯାଇଛି। ଗତକାଲି ୧୦ ସେପ୍ଟେମ୍ବରରୁ ଏହାକୁ ଲାଗୁ କରାଯାଇଥିବା ଅଧିସୂଚନାରେ ଉଲ୍ଲେଖ ରହିଛି।



from Odisha Reporter https://ift.tt/2x45iSr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages