ପୋଲ ତଳକୁ ଖସି ପଡ଼ିଲା ବୋଲେରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ପୋଲ ତଳକୁ ଖସି ପଡ଼ିଲା ବୋଲେରୋ

accident

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ସହରର କଲେଜ ଛକ ନିକଟରେ ମୁଷଳ ନଦୀ ପୋଲ ଉପରୁ ଏକ ବୋଲେରୋ ଖସି ପଡ଼ିଛି। ତେବେ ବୋଲେରୋରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଥିବା ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ ବୋଲେରୋଟି ପୋଲରେ ଲାଗିଥିବା ବାଡ଼ାକୁ ପିଟି ତଳକୁ ଖସି ପଡ଼ିଥିଲା। ଗାଡ଼ିଟି ଯାଜପୁର ଅଞ୍ଚଳରୁ କେନ୍ଦୁଝରର ଶୁଆକାଟି ଯାଉଥିଲା।



from Odisha Reporter https://ift.tt/2Cb8vVq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages