ଧାରଣରୁ ବାହରିଲା ଟ୍ରେନ୍‌, ୨୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଧାରଣରୁ ବାହରିଲା ଟ୍ରେନ୍‌, ୨୨ ମୃତ

taiwan-train-accident

ନୂଆଦିଲ୍ଲୀ: ତାଇୱାନର ଉପକୂଳ ରେଳପଥର ୟିଲାନ୍‌ କାଉଣ୍ଟିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟି ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୩୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ ରେଳ ଧାରଣରୁ ବାହାରିଯିବା ସହ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ରକ୍ଷା ମନ୍ତ୍ରାଳୟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ୧୨୦ ଜଣ ସେନା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ରେଳ ପ୍ରଶାସନ ପକ୍ଷରୁ କୁହାଯାଇଛି, “ସିନେମା ଷ୍ଟେସନ ନିକଟରେ ଟ୍ରେନ୍‌ର ୮ଟି ବଗି ରେଳ ଧାରଣରୁ  ବାହାରି ଯାଇ ଓଲଟି ପଡ଼ିଛି। ଟ୍ରେନ୍‌ଟି ତାଇ ଜୁଙ୍ଗ୍‌ ଯାଉଥିଲା। ଏଥିରେ ୩୬୬ ଯାତ୍ରୀ ଥିଲେ।”

ଏନେଇ ତାଇୱାନ ରାଷ୍ଟ୍ରପତି ତାସି-ଇଙ୍ଗ-ବେଙ୍ଗ୍ ଟ୍ୱିଟ୍‌ରେ କହିଛନ୍ତି, “ଏହା ସବୁଠୁ ବଡ଼ ରେଳ ଦୁର୍ଘଟଣା।”



from Odisha Reporter https://ift.tt/2PcuU9T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages