ଭାଇକୁ ମାରିଦେଲା ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଭାଇକୁ ମାରିଦେଲା ଭାଇ

murder

ବରଗଡ଼(ଦୀପକ ଶର୍ମା): ବରଗଡ଼ ସଦର ଥାନା ଅନ୍ତର୍ଗତ ଧଉରାଗାଁରେ ଜଣେ ଯୁବକ ନିଜ କାକାର ୪ବର୍ଷ ପୁଅକୁ କୂଅରେ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସୁକଦେବ ଦାମ।

ଅଭିଯୁକ୍ତ ଗୁରୁଦେବ ଦାମଙ୍କୁ ପୁଲିସ୍‌ ଅଟକ ରଖି ତଦନ୍ତ କରୁଛି।

ଗତକାଲି ସନ୍ଧ୍ୟାରେ ଗୁରୁଦେବ ଓ ସୁକଦେବ ଶୌଚପାଇଁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁକଦେବ ଘରକୁ ଫେରି ନ ଥିଲେ।

ଏନେଇ ପରିବାର ଲୋକ ଖୋଜାଖୋଜି କରିଥିଲେ। ଆଜି ସକାଳେ ସୁକଦେବଙ୍କ ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମୀଚାରୀଙ୍କ ସହାୟତାରେ କୂଅରୁ ସୁକଦେବର ଉଦ୍ଧାର କରିଛି ଓ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଜମିଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ତିକ୍ତତା ଥିଲା ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।



from Odisha Reporter https://ift.tt/2OvJn0h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages