ଟ୍ରକ୍‌ ଧକ୍କାରେ ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଟ୍ରକ୍‌ ଧକ୍କାରେ ଶ୍ରମିକ ମୃତ

kkk

ନୀଳଗିରି (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଅଜଧ୍ୟା ଥାନା ଅନ୍ତର୍ଗତ ତେନ୍ତୁଳାପଡ଼ା ଛକରେ ଟ୍ରକ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାବୁଲା ପାତ୍ର। ତାଙ୍କ ଘର ଗୋପାଳପୁର ଅଞ୍ଚଳରେ।

ଟ୍ରକ୍‌ଟିକୁ ଲୋକ ଅଟକ ରଖିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ବାବୁଲା ଇଟାଭାଟିକୁ କାମ କରିବାକୁ ଯାଉଥିବା ବେଳେ ଟ୍ରକ୍‌ଟି ଧକ୍କା ଦେଇଥିଲା।



from Odisha Reporter https://ift.tt/2DRbram

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages