ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା

rituparna

ଆଥେନ୍ସ: ଗ୍ରୀସ୍‌ରେ ଓଡ଼ିଆ ଝିଅ ଋତୁପର୍ଣ୍ଣାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା ମିଳିଛି।  ଗତକାଲି ଗ୍ରୀସ୍‌ରେ ଶେଷ ହୋଇଥିବା ହେଲାସ ଓପନ୍ ଇଣ୍ଟରନ୍ୟାସନାଲ୍ ମହିଳା ଡବଲ୍ସ ବ୍ୟାଟ୍‌ମିଣ୍ଟନରେ ଋତୁପର୍ଣ୍ଣା ଓ ତାଙ୍କ ଭାରତୀୟ ଯୁଗଳ ସାଥୀ ସୁନୀଲ ଆରତୀ ସାରା ଚାମ୍ପିଅନ୍ ହୋଇଛନ୍ତି।

ଗତକାଲି ଖେଳା ଯାଇଥିବା ଫାଇନାଲରେ ଋତୁପର୍ଣ୍ଣା ଓ ସାରା ଫ୍ରାନ୍ସର ହାରିୟୁ ବିମଳା ଓ ଲମ୍ବେର୍ଟ ମାର୍ଗାଟଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୨ ସେଟ୍‌ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।



from Odisha Reporter https://ift.tt/2CWO2Di

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages