ଅନ୍ତବସ୍ତ୍ରକୁ ନେଇ ଏମିତି କିଛି କହିଲେ ରାକ୍ଷୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ଅନ୍ତବସ୍ତ୍ରକୁ ନେଇ ଏମିତି କିଛି କହିଲେ ରାକ୍ଷୀ !

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଯାବତୀୟ ଦେଶୀ ଦ୍ରବ୍ୟ ପ୍ରସ୍ତୁତ କରିଥିବା ବାବା ରାମଦେବଙ୍କୁ ଏମିତି କିଛି ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ ପାଇଁ ନିବେଦନ କରିଛନ୍ତି ରାକ୍ଷୀ ସାୱନ୍ତ, ଯାହା ବିଷୟରେ ଶୁଣିଲେ ଆପଣ ହସିହସି ଗଡିବେ।

ହର୍ବାଲ୍‌ ଅନ୍ତବସ୍ତ୍ର ତିଆରି ପାଇଁ ବାବା ରାମଦେବଙ୍କୁ ସେ ଅନୁରୋଧ କରିଛନ୍ତି । ସର୍ବଦା ନିଜ ଅଜବ ବୟାନବାଜି ପାଇଁ ଚର୍ଚ୍ଚାରେ ରହି ଆସିଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାକ୍ଷୀଙ୍କ ଏହି ବୟାନ୍‌ ଏବେ ସୋଶାଲ ମିଡିଆରେ ପୁଣି ଚର୍ଚ୍ଚାରେ ।

#metoo କ୍ୟାମ୍ପେନ୍‌ରେ ତନୁଶ୍ରୀ ଦତ୍ତାଙ୍କ ବିଷୟରେ ଓଲଟାସିଧା କହୁଥିବ ରାକ୍ଷୀ ବର୍ତ୍ତମାନ ବାବା ରାମଦେବଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି। ରାକ୍ଷୀ ନିଜ ବୟାନ୍‌ରେ କହିଛନ୍ତି, “ବାବା ରାମଦେବ ମହିଳାଙ୍କ ପାଇଁ ଭେଜିଟେରିଆନ୍‌ ଅନ୍ତବସ୍ତ୍ର ତିଆରି କରନ୍ତୁ। ଏହା ସହିତ ଏହି ଅନ୍ତବସ୍ତ୍ରରେ ସେନ୍‌ସର୍‌ ବ୍ୟବହାର କରନ୍ତୁ, ଯାହା ମହିଳାଙ୍କୁ ସୁରକ୍ଷା ଦେବ ଓ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ କିମ୍ବା ବୟ୍‌ଫ୍ରେଣ୍ଡ୍‌ ଆଖିର ରେଟିନାକୁ ଚିହ୍ନିପାରି ଆପେ ଆପେ ଖୋଲିଯିବ।”

ଗତ ସପ୍ତାହରେ ରାକ୍ଷୀ ତନୁଶ୍ରୀ ଦତ୍ତାଙ୍କୁ ଲେସ୍‌ବିଆନ୍‌ ବୋଲି ଟ୍ରୋଲ୍‌ ହୋଇଥିଲେ। ଆଉ ଏଥର ଅନ୍ତବସ୍ତ୍ର।



from Odisha Reporter https://ift.tt/2AAw2ML

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages