
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୪ ଜଣଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ମୁଖପାତ୍ର ଥିବା ଅମର ଶତପଥୀଙ୍କୁ ଏହି ତାଲିକାରେ ବାଦ୍ ଦିଆଯାଇଛି।
ଦଳର ଅନ୍ୟ ମୁଖପାତ୍ରମାନେ ହେଲେ- ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରତାପ ଦେବ, ପ୍ରଶାନ୍ତ ନନ୍ଦ, ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ରବି ନନ୍ଦ, ପୁଷ୍ପେନ୍ଦ୍ର ସିଂଦେଓ, ସମୀର ଦାଶ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଲୋଚନା ଦାସ ଏବଂ ଦେବାଶିଷ ମାରାଣ୍ଡି।
from Odisha Reporter https://ift.tt/2yxHxlH
No comments:
Post a Comment