
ଯାଜପୁର(ଗୁଲାମ୍ ଗସ୍): ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀର ତିନିମୁହାଣୀ ଘାଟରେ ଗାଧୋଉଥିବା ବଳେ ବୁଡିଯାଇ ଜଣେ ବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛି।
ମୃତକ ହେଲେ ରାହୁଲ ବାରିକ। ନିଖୋଜ ବାଳକ ହେଲେ କାର୍ତ୍ତିକ ବାରିକ।
ଉଭୟଙ୍କ ଘର ସାହୁପଡ଼ା ଗାଁରେ। ଉଭୟ ନବମ ଶ୍ରେଣୀରେ ପାଠ ପଢ଼ନ୍ତି।
ଆଜି ୫ଜଣ ସାଙ୍ଗ ଘାଟ ଗାଧୋଉଥିବା ବେଳେ ଦୁଇ ଜଣ ନିଖୋଜ ହୋଇ ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ରାହୁଲଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ କାର୍ତ୍ତିକ ଏବେବି ନିଖୋଜ ରହିଛି।
ନିଖୋଜକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି।
from Odisha Reporter https://ift.tt/2PlmNZ3
No comments:
Post a Comment