ତରଙ୍ଗ ସିନେ ପ୍ରଡକ୍ସନ୍ସ ପାଇଁ ଭାଗ୍ୟବାନ ବାବୁସାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ତରଙ୍ଗ ସିନେ ପ୍ରଡକ୍ସନ୍ସ ପାଇଁ ଭାଗ୍ୟବାନ ବାବୁସାନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସନ ପାଇଁ ଭାଗ୍ୟବାନ ସାବ୍ୟସ୍ତ ହୋଇଛନ୍ତି ନାୟକ ବାବୁସାନ। ଏହି ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଇଥିବା ଫିଲ୍ମ ‘ଲଭ୍‌ ଷ୍ଟେସନ’, ‘ସିଷ୍ଟର ଶ୍ରୀଦେବୀ’, ‘ସୁନ୍ଦରଗଡର ସଲମାନ ଖାନ୍‌’ ପ୍ରଭୃତି ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ଛାପ ସୃଷ୍ଟି କରିଥିଲେ। ଏବେ ପୁଣିଥରେ ତାଙ୍କୁ ନେଇ ଏହି ବ୍ୟାନରରେ ଫିଲ୍ମ ନିର୍ମାଣ ହେଉଛି  ‘ଶ୍ରୀମାନ ସୁରଦାସ’। ଯେଉଁଥିରେ ବାବୁଙ୍କ ଭୂମିକା ବେଶ୍‌ ଚ୍ୟାଲେଞ୍ଜିଂ । ପୂର୍ବ ଫିଲ୍ମ ପରି ଏହି ଫିଲ୍ମ ମଧ୍ୟ ଦର୍ଶକ ପସନ୍ଦ କରିବେ ବୋଲି ସେ ମତ ଦେଇଛନ୍ତି। ଫିଲ୍ମରେ ବାବୁସାନ୍‌ଙ୍କ ସହ ମୁଖ୍ୟ ଭୂମିକାରେ ରହିଛନ୍ତି ସୁନ୍ଦରୀ ଭୂମିକା । ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମଟି ଦଶହରାରେ ରିଲିଜ୍‌ ହେବାକୁ ଯାଉଛି।



from Odisha Reporter https://ift.tt/2O6w9rN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages