ଦିବ୍ୟାଙ୍ଗ ସିପୁନଙ୍କ ଆଶା ପୂରଣ କଲେ ଅନୁଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଦିବ୍ୟାଙ୍ଗ ସିପୁନଙ୍କ ଆଶା ପୂରଣ କଲେ ଅନୁଭବ

sipun

କଟକ (ଓଡ଼ିଶା ରିପୋର୍ଟର): ଅଭିନେତା ଅନୁଭବ ମହାନ୍ତି ଜଣେ ଦିବ୍ୟାଙ୍ଗଙ୍କୁ ଭେଟିଛନ୍ତି। ତାଙ୍କ ନାଁ ସିପୁନ।

କଟକ ଏସସିବି ପରିସରରେ ରହୁଥିବା ସିପୁନଙ୍କ ଘରକୁ ଯାଇ ତାଙ୍କ ସହିତ କିଛି ସମୟ କାଟିଛନ୍ତି ଅନୁଭବ। ସିପୁନଙ୍କ ଆଖିର ଥିବା ସମସ୍ୟାର ଚିକିତ୍ସା ପାଇଁ ସେ ସାହାଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି।

anubhabସୋଶାଲ୍‌ ମିଡିଆରେ ସିପୁନ ନିଜର ପ୍ରିୟ ଷ୍ଟାର ଅନୁଭବଙ୍କୁ ଦେଖିବେ ବୋଲି ନିବେଦନ କରିଥିଲେ।

ସୋଶାଲ୍‌ ମିଡିଆରେ ସିପୁନଙ୍କ ନିବେଦନ ଭିଡିଓ ଦେଖିବା ପରେ ତାଙ୍କୁ ଭେଟିବାକୁ ଅନୁଭବ ସ୍ଥିର କରିଥିଲେ।

ଅବଶ୍ୟ ପୂର୍ବରୁ ବି ସିପୁନ୍ ଅନୁଭବଙ୍କୁ ଭେଟି ଥିଲେ। ସିପୁନ୍ ତାଙ୍କ ଘରକୁ ଯାଇଥିଲେ। ସିପୁନ୍‌ଙ୍କୁ ସେ ତାଙ୍କ ଘରକୁ ଆସିବାକୁ କହିଛନ୍ତି।

ଅନୁଭବ ମହାନ୍ତି ଘରକୁ ଆସିଥିବାରୁ ସିପୁନ ବହୁତ ଖୁସି ବୋଲି କହିଛନ୍ତି ତାଙ୍କ ମା’। ସିପୁନଙ୍କ ଚିକିତ୍ସା ପାଇଁ ସେ ଅନୁଭବଙ୍କୁ ସାହାଯ୍ୟ ମାଗିଛନ୍ତି।



from Odisha Reporter https://ift.tt/2NHK2aw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages