ବେଙ୍ଗଲ ଲଜ୍ଜା: ୧୦୦ ବର୍ଷର ବୃଦ୍ଧାଙ୍କୁ ୨୦ ବର୍ଷର ଯୁବକଙ୍କ ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ବେଙ୍ଗଲ ଲଜ୍ଜା: ୧୦୦ ବର୍ଷର ବୃଦ୍ଧାଙ୍କୁ ୨୦ ବର୍ଷର ଯୁବକଙ୍କ ଦୁଷ୍କର୍ମ

କୋଲକାତା: ବେଙ୍ଗଲର ନଦିଆ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୦୦ ବର୍ଷୀୟ ବୃଦ୍ଧାଙ୍କୁ ୨୦ ବର୍ଷର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସୋମବାର ବିଳମ୍ବିତ ରାତିରେ ଅରଘା ବିଶ୍ୱାସ ଓରଫ୍‌ ଅଭିଜିତ୍‌ ବୃଦ୍ଧା ଜଣଙ୍କ ସହ ଏଭଳି କାଣ୍ଡ ଘଟାଇଥିବା ବେଳେ ପରିବାର ଲୋକ ଏହାକୁ ଦେଖି ଦେଇଥିଲେ।

ତେବେ ଗତକାଲି ରାତିରେ ହିଁ ପରିବାର ଲୋକ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ଆଜି ଗଙ୍ଗାପ୍ରସାଦପୁରରେ ରହୁଥିବା ଅଭିଯୁକ୍ତ ଅଭିଜିତଙ୍କୁ ଗିରଫ କରାଯାଇଛି। ବୃଦ୍ଧାଙ୍କ ମେଡିକାଲ୍‌ ଟେଷ୍ଟ କରିବା ପରେ ପୁଲିସ୍‌ ଅଧିକ ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2RbfIHt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages