
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଳକୁ ବେଳ ଭୟଙ୍କର ହେଉଛି ବାତ୍ୟା ତିତ୍ଲିର ରୂପ। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନ୍ର ରୂପ ନେବ। ଏହାସହ ଆସନ୍ତାକାଲି ସକାଳ ସାଢ଼େ ୫ଟାରେ ସ୍ଥଳପଥରେ ମାଡ଼ ହେବ।
ତିତ୍ଲି ଆନ୍ଧ୍ରର କଳିଙ୍ଗପଟନମ୍ ଓ ଓଡ଼ିଶାର ଗୋପାଳକୁର ମଧ୍ୟରେ ସ୍ଥଳପଥ ଛୁଇଁବ।
ଏବେ ତିତ୍ଲି ଗୋପାଳପୁରଠାରୁ ୩୨୦ କିମି ଓ କଳିଙ୍ଗପଟନମ୍ ଠାରୁ ୨୭୦ କିମି ଦୂରରେ ରହି ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2RC8Io5
No comments:
Post a Comment