
ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଏନ୍ସି କଲେଜ ଛାତ୍ରୀ ନିବାସ ଉପରକୁ ବୋମାମାଡ଼ ହୋଇଛି। ଆଜି ଭୋର୍ ପ୍ରାୟ ୩ଟା ସମୟରେ କେହି ଦୁର୍ବୃତ୍ତ ଛାତ୍ରୀ ନିବାସ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛି। ବୋମାମାଡ଼ରେ କିଛି କ୍ଷୟକ୍ଷତି ହୋଇନାହିଁ।
ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
from Odisha Reporter https://ift.tt/2xVZs67
No comments:
Post a Comment