୨ ଅକ୍ଟୋବର, ମଙ୍ଗଳବାର: ଏହି ରାଶିର ଲୋକଙ୍କ ମନ ଅଶାନ୍ତ ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

୨ ଅକ୍ଟୋବର, ମଙ୍ଗଳବାର: ଏହି ରାଶିର ଲୋକଙ୍କ ମନ ଅଶାନ୍ତ ରହିବ

Rasi-Fala

ମେଷ: ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।
ବୃଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ଘରେ ହସ ଖୁସିର ବାତାବରଣ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ।
ମିଥୁନ: କ୍ୟାରିଅରରେ ସଫଳତା ମିଳିବ। ଅଟକି ରହିଥିବା କାମ ହୋଇଯିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।
କର୍କଟ: ଆଜିର ଦିନଟି ଭଲ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ବିବାଦରୁ ଦୂରେଇ ରୁହନ୍ତୁ।
ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ମାନସିକ ଅଶାନ୍ତି ଦୂର ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: କ୍ୟାରିଅରରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ।
ତୁଳା: ନୂଆ କାମ କରିବାକୁ ସୁଯୋଗ ପାଇବେ। ସନ୍ତାନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ।
ବିଛା: ଗାଡ଼ି ଚଲାଇବା ବେଳେ ସାବଧାନ ରୁହନ୍ତୁ। ଅନାବଶ୍ୟକ ଚିନ୍ତା ମନକୁ ଆଣନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟା ଟଳିଯିବ।
ଧନୁ: ଜମି କିଣି ପାରନ୍ତି। ଆମୋଦପ୍ରମୋଦ ପାଇଁ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାର ସହ ସମୟ ବିତାନ୍ତୁ।
ମକର: ଧାଁ-ଦୌଡ଼ରେ ଦିନଟି କଟିବ। ଥକା ଲାଗି ପାରେ। ପରିଶ୍ରମ କରନ୍ତୁ, ଲାଭ ମିଳିବ।
କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଅଟକି ରହିଥିବା କାମ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି।
ମୀନ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ହନୁମାନଜୀଙ୍କ ପୂଜା କରନ୍ତୁ, ସମସ୍ୟା ଦୂର ହେବ।



from Odisha Reporter https://ift.tt/2OpaFpn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages