ଆକାଶରେ ଜଲୱା ଦେଖାଇଲା ଯୁଦ୍ଧ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ଆକାଶରେ ଜଲୱା ଦେଖାଇଲା ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ୮୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡୋନ୍‌ ଏୟାର ଫୋର୍ସ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବାୟୁସେନାର ଅତ୍ୟାଧୁନିକ  ଜେଟ୍ ଓ ଫାଇଟର ହେଲିକପ୍ଟର ଦ୍ୱାରା ଚିତାକର୍ଷକ ଏୟାର ସୋ ପ୍ରଦର୍ଶିତ ହୋଇଥିଲା।

ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ କରିଥିଲା। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ୍‌ ଏୟାର ଫୋର୍ସ ଷ୍ଟେସନରେ କରାଯାଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଓ ଫାଇଟର  ହେଲିକପ୍ଟର ଦ୍ୱାରା ଚିତାକର୍ଷକ ଏୟାର ସୋ’  ସହ ଯବାନମାନଙ୍କ ଦ୍ୱାରା ଦ୍ୱାରା ଦୁସାଃହସିକ ପାରାଚ୍ୟୁଟ୍‌ ଜମ୍ପ୍ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଜାଗୁଆର, ବାଇସନ, ମିଗ୍ ୨୯,  ମିରେଜ-୨୦୦୦, ସୁଖୋଇ ୩୦ ଫାଇଟର ଜେଟ୍ ଓ ରୁଦ୍ର ହେଲିକପ୍ଟର ଆଦି ଏୟାର ସୋରେ ଅଂଶଗ୍ରହଣ କରିଥିଲେ। ହେଲେ ସବୁଠାରୁ ଆକର୍ଷଣୀୟ ଥିଲା ଭାରତୀୟ ବାୟୁସେନାର ଭିଣ୍ଟେଜ୍ ଏୟାରକ୍ରାଫ୍ଟ୍ ।

ଡାକୋଟା ଡିଟିସି -୩ ର କଳାକୌଶଳ  ଭାରତୀୟ ବାୟୁସେନାର ସର୍ବପୁରାତନ ଏହି ଏୟାରକ୍ରାଫ୍ଟ ୧୯୪୦ରେ ସାମିଲ ହୋଇଥିଲା । ଆଉ ୧୯୮୮ ପର୍ଯ୍ୟନ୍ତ ଏହା ସେବା ପ୍ରଦାନ କରିଥିଲା ।



from Odisha Reporter https://ift.tt/2yfLah1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages